Start Quiz /10 ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ସଂସ୍କୃତି ସମ୍ପର୍କିତ କୁଇଜ ପ୍ରତିଯୋଗିତାରେ ସାମିଲ ହୁଅନ୍ତୁ NameEmailPhone Number 1 / 10 ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା କେଉଁ ଦିନ ଅନୁଷ୍ଠିତ ହୁଏ ? ବୈଶାଖ ପୂର୍ଣ୍ଣମୀ ଜ୍ୟେଷ୍ଠ ପୂର୍ଣ୍ଣମୀ ଚୈତ୍ର ପୂର୍ଣ୍ଣମୀ 2 / 10 ଗୀତ ଗୋବିନ୍ଦର ରଚୟିତା କିଏ ? ଭକ୍ତକବି ଦୀନକୃଷ୍ଣ ଦାସ କବି ଜୟଦେବ ଅତିବଡି ଜଗନ୍ନାଥ ଦାସ ବଳରାମ ଦାସ 3 / 10 କେଉଁ ପର୍ବତରେ ବିଶ୍ଵାବସୁଙ୍କ ଦ୍ଵାରା ନୀଳମାଧବ ପୂଜିତ ହେଉଥିଲେ ? ନୀଳ ମାଧବ ପର୍ବତ ନୀଳାଚଳ ପର୍ବତ ନୀଳଗିରି ପର୍ବତ 4 / 10 କେଉଁ ଗଜପତି ରାଜା କାଞ୍ଚି ଅଭିଯାନ କରିଥିଲେ ? ପ୍ରତାପରୁଦ୍ର ଦେବ କପିଳେନ୍ଦ୍ର ଦେବ ପୁରୁଷୋତ୍ତମ ଦେବ 5 / 10 ଶବର ରାଜା ବିଶ୍ଵାବସୁଙ୍କ କନ୍ୟାଙ୍କ ନାମ କଣ ଥିଲା ? ଗୁଣ୍ଡିଚା ପଦ୍ମାବତୀ ଲଳିତା 6 / 10 ନନ୍ଦିଘୋଷ ରଥ ଟାଣିବା ପାଇଁ ବ୍ୟବହୃତ ଦଉଡିର ନାମ କଣ ? ଶଙ୍ଖଚୂଡ ପଦ୍ମଚୂଡ ବାସୁକୀ 7 / 10 ପୁରୀ ଗୋବର୍ଦ୍ଧନ ମଠର ପ୍ରତିଷ୍ଠାତା କିଏ ? ଶଙ୍କାରାଚାର୍ଯ୍ୟ ରାମାନୁଜ ଶ୍ରୀ ଚୈତନ୍ୟ 8 / 10 ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେଉଁ ମାସ ଓ ତିଥିରେ ପଡିଥାଏ ? ଆଷାଢ ଶୁକ୍ଲପକ୍ଷ ଦ୍ଵିତୀୟା ତିଥି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରାବଣ ଶୁକ୍ଲପକ୍ଷ ଦ୍ଵିତୀୟା ତିଥି 9 / 10 ଶ୍ରୀମଦିରର ସିଂହଦ୍ଵାର କେଉଁ ଦିଗରେ ଅବସ୍ଥିତ ? ପୂର୍ବ ଦିଗ ଦକ୍ଷିଣ ଦିଗ ଉତ୍ତର ଦିଗ 10 / 10 ଇତିହାସ ଅନୁସାରେ କେଉଁ ରାଜ ପୁରୀ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ? ରାଜା ଦିବ୍ୟସିଂହ ଦେବ ରାଜା ଇନ୍ଦ୍ରଦ୍ୟୁମ୍ନ ରାଜା ଅନନ୍ତ ବର୍ମଣ ଚୋଡ ଗଙ୍ଗଦେବ Your score is 0% Exit Please rate this quiz See review Send feedback