Start Quiz

/10

ଜଗନ୍ନାଥ ସଂସ୍କୃତି

ଜଗନ୍ନାଥ ସଂସ୍କୃତି ସମ୍ପର୍କିତ କୁଇଜ ପ୍ରତିଯୋଗିତାରେ ସାମିଲ ହୁଅନ୍ତୁ

1 / 10

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେଉଁ ମାସ ଓ ତିଥିରେ ପଡିଥାଏ ?

2 / 10

ଇତିହାସ ଅନୁସାରେ କେଉଁ ରାଜ ପୁରୀ ଶ୍ରୀମନ୍ଦିର ନିର୍ମାଣ କରିଥିଲେ ?

3 / 10

ଶ୍ରୀମଦିରର ସିଂହଦ୍ଵାର କେଉଁ ଦିଗରେ ଅବସ୍ଥିତ ?

4 / 10

ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା କେଉଁ ଦିନ ଅନୁଷ୍ଠିତ ହୁଏ ?

5 / 10

ଗୀତ ଗୋବିନ୍ଦର ରଚୟିତା କିଏ ?

6 / 10

କେଉଁ ଗଜପତି ରାଜା କାଞ୍ଚି ଅଭିଯାନ କରିଥିଲେ ?

7 / 10

ନନ୍ଦିଘୋଷ ରଥ ଟାଣିବା ପାଇଁ ବ୍ୟବହୃତ ଦଉଡିର ନାମ କଣ ?

8 / 10

ଶବର ରାଜା ବିଶ୍ଵାବସୁଙ୍କ କନ୍ୟାଙ୍କ ନାମ କଣ ଥିଲା ?

9 / 10

ପୁରୀ ଗୋବର୍ଦ୍ଧନ ମଠର ପ୍ରତିଷ୍ଠାତା କିଏ ?

10 / 10

କେଉଁ ପର୍ବତରେ ବିଶ୍ଵାବସୁଙ୍କ ଦ୍ଵାରା ନୀଳମାଧବ ପୂଜିତ ହେଉଥିଲେ ?

Your score is

0%

Exit

Please rate this quiz